Odisha Link
Bridging the Missing Links in Odisha
Browsing Tag

Naxal

କରୋନା ପାଇଁ ନକ୍ସଲଙ୍କ ଅସ୍ତ୍ରବିରତି…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓବାଦୀ। ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) ଆଜି ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛି। ଏହା ସହ ଦୁର୍ଭେଦ୍ୟ ଜଙ୍ଗଲ ଓ ପାର୍ବ୍ୟାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରାନ୍ତୀୟ ସ୍ବାସ୍ଥ୍ୟସେବା…

କରୋନା ମୁକାବିଲା: ଗ୍ରାମବାସୀଙ୍କ ନିଆରା…

ନବରଙ୍ଗପୁର: ମହାମାରୀ କରୋନା ଭାଇରସ ଦିନକୁ ଦିନ ବିଶ୍ବବାସୀଙ୍କ ପାଇଁ ଚିନ୍ତା ବଢ଼ାଉଛି। କରୋନା କବଳରୁ କିଭଳି ସାଧାରଣ ଜନତା ରକ୍ଷା ପାଇ ପାରିବେ ସେଥିପାଇଁ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଏକ ସଚେତନତା ମୂଳକ ଖବର ନବରଙ୍ଗପୁର ଜିଲ୍ଲାରେ ଦେଖିବା…

ଦେଶ କରୋନା ସହ ଲଢ଼ୁଥିବା ବେଳେ ୧୭…

ମାଲକାନଗିରି: ସାରା ଦେଶ ଭୟଙ୍କର କରୋନା ଭୂତାଣୁ ସହ ଲଢ଼େଇ କରୁଛି। ପ୍ରଶାସନ, ପୁଲିସ, ଡାକ୍ତର, ରାଜନେତା, ବୈଜ୍ଞାନିକ, ସାମ୍ବାଦିକ ଓ ସବୁ ବର୍ଗର ଜନତା କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ ପୁଣି ନିଜର ହିଂସ୍ର ଭୀରୁତା ପ୍ରଦର୍ଶନ କରିଛନ୍ତି ନକ୍ସଲ। ଓଡ଼ିଶା ସୀମାନ୍ତ ସୁକମାରେ ଶନିବାର ଦିନ ନକ୍ସଲ…

ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ…

ବିଜାପୁର: ଛତିଶଗଡ ବିଜାପୁର ଜଙ୍ଗଲରେ ସିଆର୍‌ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ-ନକ୍ସଲ ମଧ୍ୟରେ ଗୁଳିବିନିମୟ। ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସିଆର୍‌ପିଏଫ୍‌ର ୨୦୪ବାଟିଲିୟନର ଯବାନମାନେ ବିଜାପୁର ଜିଲ୍ଲା ଇରାପଲ୍ଲୀ…

ନକ୍ସଲ ସୁମନଙ୍କ ଆତ୍ମସମର୍ପଣ

ରାଉରକେଲା : ଆଜି ରାଉରକେଲା ପୁଲିସ ଏବଂ ସିଆରପିଏଫ୍‌ ୧୯ ବାଟାଲିୟନ୍‌ ନିକଟରେ ପୋଗା ସୁରିନ ଓରଫ ସୁମନ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସୁମନଙ୍କ ଘର ଝାରଖଣ୍ଡର ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ। ସେ ୨୦୧୩ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ। ଏଥିସହ ନକ୍ସଲ ସଙ୍ଗଠନ ନେତା ମିଶିର…

ଭିନୀଲ କ୍ରିଷ୍ଣା ଅପହରଣର ମାଷ୍ଟରମାଇଣ୍ଡ…

ମାଲକାନଗିରି: ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଖଳନାୟକ ଦାମୋଦର ଓରଫ ବାଲେମ ନାରାୟଣ ସ୍ୱାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଦାମୋଦର ମାଲେରିଆ ଜ୍ୱରରେ ପୀଡିତ ଥିବାବେଳେ ଆନ୍ଧ୍ର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁରେ ଚିକିତ୍ସିତ…

ଆତ୍ମସମର୍ପଣ କଲେ ୨୫୦ରୁ ଅଧିକ ମାଓବାଦୀ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ଲାଲ ବାହିନୀର ହାତ ଛାଡ଼ି ୨୫୦ରୁ ଅଧିକ ମାଓବାଦୀ ସମର୍ଥକ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳରେ। ଆଜି ହାଟ ପଦାରେ ଏମାନେ ମାଥିଲି ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି।…

ବନ୍ଧୁକ ଛାଡି ଝାଡୁ ଧରିଲେ ମାଓନେତ୍ରୀ

ମାଲକାନଗିରି: ହାତରୁ ବନ୍ଧୁକ ଛାଡି ଧରିଛନ୍ତି ଝାଡୁ ଓ ଦେହରୁ ମାଓ ୟୁନିଫର୍ମ କାଢି ପିନ୍ଧିଛନ୍ତି ନୀଳ ପୋଷାକ। ଜଙ୍ଗଲି ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରାକୁ ଛାଡି ଏବେ ପାଲଟିଛନ୍ତି ସାଧାରଣ ମଣିଷ। ଖୁସିରେ ମୁଣ୍ଡ ଟେକି ବଞ୍ଚିବାର ସହ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍। ଏହି କାହାଣୀ…

ନକ୍ସଲଙ୍କ ଉପରେ ମାନ୍ଦାବସ୍ଥାର ପ୍ରଭାବ:…

ମାଲକାନଗିରି: ମାଓ ସଂଗଠନ ଉପରେ ମାନ୍ଦାବସ୍ଥାର ପ୍ରଭାବ। ଟଙ୍କା ଅଭାବ ଯୋଗୁଁ ଦୈନନ୍ଦିନ ସାମଗ୍ରୀ ବି କିଣିପାରୁ ନାହାନ୍ତି। ତେଣୁ ଟଙ୍କା ଯୋଗାଡ଼ କରିବାକୁ ଯୋଜନା କରୁଛନ୍ତି। ଦାଦାବଟି ସାଙ୍ଗକୁ ଅନ୍ୟାନ୍ୟ ସୂତ୍ରରୁ ଟଙ୍କା କିଭଳି ମିଳିବ ସେଥିପାଇଁ ଘୂରି ବୁଲୁଛନ୍ତି। ମାଓ କ୍ୟାମ୍ପରୁ ଜଣେ ବଣ୍ଡା…

ନୟାଗଡ଼: ବନ ବିଭାଗ କାର୍ଯ୍ୟାଳୟରୁ ବନ୍ଧୁକ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସଶସ୍ତ୍ର ନକ୍ସଲମାନେ ଅସ୍ତ୍ରଶସ୍ତ୍ର  ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗତ ରାତି ପ୍ରାୟ ସାଢ଼େ ନଅଟା ସମୟରେ ସଶସ୍ତ୍ର ନକ୍ସଲମାନେ ବନ ବିଭାଗ କାର୍ଯ୍ୟାଳୟରେ ପଶିଥିଲ। ବନ ବିଭାଗ ଅଧିକାରୀଙ୍କ ନିକଟରୁ…