ଯବାନଙ୍କୁ ହତ୍ୟା କରି ଫୋପାଡିଲେ ନକ୍ସଲ
ଛତିଶଗଡ଼ : ଯବାନଙ୍କୁ ହତ୍ୟା କରି ଫୋପାଡିଲେ ନକ୍ସଲ। ଯବାନ ଜଣଙ୍କ ୫ ଦିନ ନିଖୋଜ ଥିଲେ । ତାଙ୍କ ମୃତ ଦେହ ରାସ୍ତା ଉପରୁ ଉଧାର କରାଯାଇ । ମୃତ ଯବାନ ଛତିଶଗଡ଼ ଆର୍ମଡ ଫୋର୍ସରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ ନକ୍ସଲମାନେ ଯବାନଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଗୁଳି କରି ହତ୍ୟା କରିଥିଲେ ।
ତେବେ…