ଅଗ୍ନିକାଣ୍ଡରେ ଜଳିଗଲା ୧୧ ବଖରା ଘର
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ହରିଡ଼ାବନ୍ଧ ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗି ପ୍ରାୟ ୧୧ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏହାସହ ୨ ଗାଈ ଜୀବନ୍ତ ଦଗ୍ଧ ଓ ନିଆଁରେ ପୋଡ଼ି ହୋଇ ୪ ଗୋରୁ ଗୁରୁତର ହୋଇଛନ୍ତି।
ଏହାସହ…