ବିମାନବନ୍ଦରରେ ସଲମାନଙ୍କୁ ଅଟକାଇଲେ…
ନୟାଗଡ଼: ବଲିଉଡର ଦବଙ୍ଗ ଖାନ୍ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିିଛି ଯେ, ସଲମାନ ଖାନ ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଛନ୍ତି। ଯେତେବେଳେ ସେ ବିମାନବନ୍ଦରରେ ପ୍ରବେଶ କରୁଛନ୍ତି ସେତବେଳେ ଜଣେ CISF…