ଗୌହାଟିରେ ଫସିଛନ୍ତି ୬୫ ଏନସିସି ଛାତ୍ର
ଗୌହାଟି: ଆସାମରେ ଫଶିଛନ୍ତି ୬୫ ଓଡିଆ ଏନସିସି ଛାତ୍ର । ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି ରହିଥିବାରୁ ଆସାମରେ ଛାତ୍ରମାନେ ଫଶି ରହିଛନ୍ତି । ସର୍ବ ଭାରତୀୟ ଟ୍ରେକିଂ କ୍ୟାମ୍ପରେ ଯୋଗ ଦେବାକୁ ଶିଲଂ ଅଭିମୁଖେ ଯାଉଥିବା ବେଳେ ଆସାମରେ ଦେଖାଦେଇଥିବା ଅଶାନ୍ତି ଯୋଗୁଁ ଫଶି ରହିଛନ୍ତି।
ଏହି…