Odisha Link
Bridging the Missing Links in Odisha
Browsing Tag

NCP

ଏନସିପିକୁ କାଲି ୮.୩୦ ଯାଏଁ ସମୟ ଦେଲେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ରାଜ୍ୟପାଳଙ୍କ ଆମନ୍ତ୍ରଣ ପାଇ ରାଜଭବନ ଗଲା ଏନ୍‌ସିପି ଟିମ୍। ଅଜିତ ପାଓ୍ବାର, ଧନଞ୍ଜୟ ମୁଣ୍ଡେ ଏବଂ ଅନ୍ୟ ବିଧାୟକ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ଏନ୍‌ସିପି ପ୍ରତିନିଧୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସାରିବା ପରେ କହିଛନ୍ତି ଯେ, ରାଜ୍ୟପାଳ ଆମକୁ…

ଏନସିପିକୁ ରାଜ୍ୟପାଳଙ୍କ ଡାକରା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ସରକାର ଗଠନ ପାଇଁ ବିଜେପି ଓ ତାପରେ ଶିବସେନା ବିଫଳ ହେବା ପରେ ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ କିଛି ସମୟ ପୂର୍ବରୁ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଆବଶ୍ୟକ ସଂଖ୍ୟା ପ୍ରମାଣ ଲାଗି ଏନସିପିକୁ ୨୪ ଘଣ୍ଟା ସମୟ ପ୍ରଦାନ…

ମହାରାଷ୍ଟ୍ର: ଭାଙ୍ଗିଲା ୩୦ବର୍ଷର…

ମୁମ୍ବାଇ: ମହାରାଷ୍ଟ୍ର ପାଓ୍ବାର ପ୍ଲେରେ ବାଜିମାତ୍‌ ମାରିଲା ପରସ୍ପର ବିରୋଧୀ ଦଳ। ଅପରପକ୍ଷେ ୩୦ବର୍ଷର ସମ୍ପର୍କ ଛିନ୍ନ ହୋଇଛି। ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି।…

ମହାରାଷ୍ଟ୍ର: ଶିବସେନାକୁ ବାହ୍ୟ ସମର୍ଥନ…

ମୁମ୍ବାଇ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ନେଇ ଯେଉଁ ସଙ୍କଟ ଦେଖାଯାଇଥିଲା ତାହା ଏବେ ଟଳିଛି। ଶିବସେନାକୁ ବାହାରୁ ସମର୍ଥନ କରିବାକୁ କଂଗ୍ରେସ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ମୁତାବିକ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହ…

ମହାରାଷ୍ଟ୍ର: ମୁମ୍ବାଇରୁ ଦିଲ୍ଲୀ ହଲଚଲ,…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପାଇଁ ମାୟାନଗରୀ ମୁମ୍ବାଇ ଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହଲଚଲ। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ସେ ନେଇ ଲାଗି ରହିଛି ଚର୍ଚ୍ଚା। ଏପରି ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅପରପକ୍ଷେ ସରକାର ଗଢ଼ିବାକୁ ଶିବସେନା ଚଲେଇଛି ଜୋରଦାର କସରତ। ଆଜି ଏନସିପି…

ମହାରାଷ୍ଟ୍ର: ପାଓ୍ବାର ପ୍ଲେରୁ ଓହରିଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିକଳ୍ପ ହେଉଛି ଭାରତୀୟ ଜନତା ପାର୍ଟି-ଶିବସେନା ମେଣ୍ଟ। ଆମ ଦଳକୁ ବିପକ୍ଷରେ ବସିବାକୁ ଜନମତ ମିଳିଛି। ବିଜେପି-ଶିବସେନା ମିଶି ସରକାର ଗଠନ କରନ୍ତୁ ଆଉ ସୃଷ୍ଟି ହୋଇଥିବା ସଙ୍କଟରୁ ରକ୍ଷା କରନ୍ତୁ। ଏପରି କହିଛନ୍ତି ଏନସିପି ମୁଖିଆ ଶରଦ ପାଓ୍ବାର। ଶରଦଙ୍କ ଏଭଳି…

ମହାରାଷ୍ଟ୍ର: ସଞ୍ଜୟ-ଶରଦ ସାକ୍ଷାତ,…

ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି। ଅପରପକ୍ଷେ ନିର୍ବାଚନର ଫଳାଫଳ ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ହୋଇ ପାରିନାହିଁ। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଛି ଅସ୍ପଷ୍ଟ ଚିତ୍ର। ଗତକାଲି ଶିବସେନା ଆରଆରଏସ୍‌ ମୁଖ୍ୟ ମୋହନ…

ମହାରାଷ୍ଟ୍ର: ଭେଟା ଭେଟି ରାଜନୀତି,…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଏବେ ଦିଲ୍ଲୀ ଦରବାରରେ। ମହରାଷ୍ଟ୍ରରେ କିଏ ଗଢ଼ିବ ସରକାର ସେ ନେଇ ଦିଲ୍ଲୀରୁ ନିଷ୍ପତ୍ତି ନିଆହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଦେଶରେ ଚର୍ଚ୍ଚାର ବିଷୟ ମହାରାଷ୍ଟ୍ରର ଭେଟାଭେଟି ରାଜନୀତି। ବିଜେପି, ଏନସିପି, କଂଗ୍ରେସ ଓ ଶିବସେନାର ଭେଟା…

ମହାରାଷ୍ଟ୍ର: ଶିବସେନା କହୁଛି ଆମ ପାଖରେ…

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ କିଏ? ସେ ନେଇ ଚାଲିଛି ଅଙ୍କକଷା। ଏହାରି ମଧ୍ୟରେ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜ ମତ ଦେଇଥିଲେ ସୁଦ୍ଧା କୌଣସି ଦଳ ଏ ଯାଏଁ ସରକାର ଗଠନ କରି ପାରିନାହାନ୍ତି। ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡୁ ନଥିବେ ବେଳେ ଶିବସେନା ଏନସିପି ଓ…

ମହାରାଷ୍ଟ୍ର ରାଜନୀତି: ଶିବସେନା-ଏନସିପି…

ମୁମ୍ବାଇ: ଦିନକୁ ଦିନ ଜମୁଛି ମହାରାଷ୍ଟ୍ର ରାଜନୀତି। ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ଼। କିଏ ଗଢିବ ସରକାର ଏବେ ବି ଚିତ୍ର ଅସ୍ପଷ୍ଟ। ବିଜେପିକୁ ବାଦ୍ ଦେଇ କେମିତି ସରକାର ଗଠନ କରାଯାଇପାରିବ ସେ ନେଇ ଶିବସେନା ଜୋରଦାର ଉଦ୍ୟମ କରୁଛି। ୫୦-୫୦ କ୍ଷମତା ଫର୍ମୂଲାକୁ ନେଇ ଶିବସେନା ନିଜ ଜିଦରେ…