ଝାଡ଼ଖଣ୍ଡ: ୬୮ଟି ଆସନରେ ଳଢ଼ିବ ବିଜେପି
ଓଏଲ୍ ବ୍ୟୁରୋ: ହରିୟାଣା ଦଖଲ ପରେ ଏବେ ଭାରତୀୟ ଜନତା ପାର୍ଟିର ନଜର ଝାଡ଼ଖଣ୍ଡ ଉପରେ। ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ରାଜନୈତିକ ଦଳ ଶେଷ ଅଙ୍କକଷା ଆରମ୍ଭ କରିଛନ୍ତି। କେନ୍ଦ୍ରରେ ଶାସନାଧୀନ ଏନ୍ଡିଏ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ…