Odisha Link
Bridging the Missing Links in Odisha
Browsing Tag

NEET Exam

ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ବର: ରାଜ୍ୟ ସରକାର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ପୂର୍ବରୁ ଭୁବନେଶ୍ୱର ସର୍କିଟ ହାଉସରେ ପରୀକ୍ଷା ପରିଚାଳନାକୁ ନେଇ ଆଜି ବୈଠକ ବସିଥିଲା। ଖୋର୍ଦ୍ଧ…

ଆସନ୍ତା ୧୩ ତାରିଖ ବନ୍ଦ ରହିବ ଭୁବନେଶ୍ବର…

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ରବିବାର ଦିନ ବନ୍ଦ ରହିବ ୧ ନମ୍ବର ହାଟ। ରବିବାର ଦିନ ନିଟ୍ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା…

ଜୁଲାଇରେ ହେବ ଜେଇଇ ମେନ୍‌ ଓ ନିଟ୍‌…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ହେଲେ ଏହାରି ମଧ୍ୟରେ ସ୍ଥଗିତ ଥିବା ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା। ଜୁଲାଇ ୨୬ରେ…

ମେ ୩ ତାରିଖରେ ନିଟ୍‌ ପରୀକ୍ଷା

ଭୁବନେଶ୍ବର: ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ ମେ ୩ରେ ହେବ। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ। ‘ନିଟ୍‌’ର ଅନଲାଇନ୍ ପଞ୍ଜୀକରଣ ଶେଷହୋଇଥିବା ବେଳେ ଫି ଦାଖଲ କରି ନ ଥିବା ଛାତ୍ରଛାତ୍ରୀ ଜାନୁଆରୀ ୭ ରାତି ୧୧ଟା ୫୦ ମଧ୍ୟରେ…