Odisha Link
Bridging the Missing Links in Odisha
Browsing Tag

NEET

ମେ’ ୭ରେ ହେବ ନିଟ ପ୍ରବେଶିକା…

ଓଏଲ୍ ବ୍ୟୁରୋ : ପ୍ରକାଶ ପାଇଲା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ) ତାରିଖ। ଆସନ୍ତା ବର୍ଷ ହେବାକୁ ଥିବା ନିଟ ପ୍ରବେଶିକା ପରୀକ୍ଷା ମେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। JEE ମେନ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବାବେଳେ ନିଟ ପରୀକ୍ଷାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ…

ଆଜିଠୁ NEET ପରୀକ୍ଷା ପାଇଁ ଆବେଦନ…

ନୂଆଦିଲ୍ଲୀ: ଆଜିଠୁ ମେଡିକାଲ ପ୍ରବେଶିକା ଏନଇଇଟି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଅପରାହ୍ଣ ୫ଟାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଏନ୍‌ଟିଏ ୱେବସାଇଟ୍ ଜରିଆରେ ଆବେଦନ କରିହେବ। ସେପ୍ଟେମ୍ବର ୧୨ ତାରିଖରେ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା। ଏନେଇ ଶିକ୍ଷାମନ୍ତ୍ରୀ ଟ୍ୱିଟ୍ କରି ନିଟ୍ ପରୀକ୍ଷା ପାଇଁ…

ସେପ୍ଟେମ୍ବର ୧୨ରେ ନିଟ୍‌(ୟୁଜି)…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‌ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି ଅପରାହ୍ନ ୫ଟାରୁ ଏନଟିଏ ୱେବସାଇଟ୍‌ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର…

ନିଟ୍ ବିରୋଧରେ ଅଭିନେତା ସୂର୍ଯ୍ୟା

ଚେନ୍ନାଇ : ତାମିଲ ସିନେମା ସିଂଘମର ଅଭିନେତା ସୂର୍ଯ୍ୟା ନିଟ୍ ବିରୋଦ୍ଧରେ ସ୍ବର ଉଠାଇଛନ୍ତି । ସେ କହିଛନ୍ତି , ଅଦାଲତର ସବୁ କାମ ଅନଲାଇନ ମାଧ୍ୟମରେ ହେଉଛି କିନ୍ତୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ କୁହାଗଲା। ତାଙ୍କର ଏଭଳି ବୟାନକୁ ଅନେକ ଆଇନ ଜୀବି ବିରୋଦ୍ଧ କରିଛନ୍ତି । ଜଣେ ନ୍ୟାୟଧୀଶ…

ଜେଇ ଓ ନିଟ୍ ପରୀକ୍ଷାକୁ ସବୁଜ ସଙ୍କେତ, ୬…

ନୂଆଦିଲ୍ଲୀ: ଆଜି ଜେଇ ଓ ନିଟ୍ ପରୀକ୍ଷା ବିଳମ୍ବ ନେଇ ଦାୟର ହୋଇଥିବା ମାମଲାରୁ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ଜେଇ ଓ ନିଟ୍ ପରୀକ୍ଷାକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଠିକ୍‌ ସମୟରେ ଜେଇ ଓ ନିଟ୍ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ…

NEET-JEE ପରୀକ୍ଷା: ବିରୋଧୀଙ୍କ ବିକ୍ଷୋଭ…

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ରାଜନୀତି ସରଗରମ। ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ। କରୋନା କାଳରେ ପରୀକ୍ଷା ହେବାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ରାଜନୈତିକ ଦଳ ଓ, ବିଭିନ୍ନ ଅନୁଷ୍ଠାନ। କରୋନା କାଳରେ NEET-JEE ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ରଖିଛି…

NEET-JEE ପରୀକ୍ଷା: ମୋଦୀଙ୍କ ସହ କଥା…

ଭୁବନେଶ୍ବର: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ଲାଗି ରହିଛି ଦ୍ବନ୍ଦ୍ବ। ସରକାର ପରୀକ୍ଷା ସପକ୍ଷରେ ଥବା ବେଳେ ଅଣ ବିଜେପି ଶାସିତ ରାଜ୍ୟ ଗୁଡ଼ିକ କରୋନା କାଳରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଏସବୁ ମଧ୍ୟରେ ଆଜି ପିଏମ୍‌ ମୋଦୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

NEET-JEE ପରୀକ୍ଷା ପ୍ରସଙ୍ଗ:…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଜୋର ଧରିଛି NEET-JEE ପରୀକ୍ଷା ପ୍ରସଙ୍ଗ। ଆଜି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ NEET-JEE ପରୀକ୍ଷାକୁ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ଅଣ ବିଜେପି ଶାସିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବରରେ ହେବାକୁ ଥିବା NEET-JEE…