ସୁପାରି ଦେଇ ନିଜ ଝିଅକୁ ଜାଳିଦେଲେ…
ନୂଆଦିଲ୍ଲୀ: ସୁପାରି ଦେଇ ନିଜର ଜନ୍ମିତ ଝିଅକୁ ପୋଡ଼ି ମାରିଲେ ପରିବାର ଲୋକେ। ଏହି ଲଜ୍ୟାଜନକ ଘଟଣାଟି ଉତ୍ତରପ୍ରଦେଶରେ ଘଟିଛି। ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହିତ ଝିଅଟିର ପ୍ରେମ ସମ୍ପର୍କ ଥିବାରୁ ଏହାକୁ ବିରୋଧ କରି ପରିବାରଲୋକେ ଏହି କାଣ୍ଡ ଭିଆଇଛନ୍ତି ।
ଝିଅକୁ ହତ୍ୟା କରିବା ପାଇଁ ଜଣେ ସୁପାରି…