ନୂଆ ପଲିସି ନମାନିଲେ ଡିଲିଟ୍ ହେବ…
ନୂଆଦିଲ୍ଳୀ: ନୂଆ ପଲିସି ନମାନିଲେ ଡିଲିଟ୍ ହେବ ହ୍ୱାଟ୍ସଆପ୍ ଆକାଉଣ୍ଟ୍। ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଆଣିଛି ଏକ ନୂଆ ଭର୍ସନ୍, ଯେଉଁଥିରେ ନୂଆ ଟର୍ମସ ଅଫ୍ ସର୍ଭିସ୍ ଦିଆଯାଇଛି। ଯଦି ଆପଣ ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ।…