ବାଇକ୍ ଚାଳକଙ୍କୁ ୧ ଲକ୍ଷ ୧୩ ହଜାର…
ରାୟଗଡ଼ା: ଜଣେ ବାଇକ୍ ଚାଳକଙ୍କୁ ହଜାରେ କି ଦୁଇ ହଜାର ନୁହଁ ୧ ଲକ୍ଷ ୧୩ ହଜାର ଟଙ୍କାର ଜରିମାନା। ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି। ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ଜଣେ ବାଇକ୍ ଚାଳକଙ୍କ…