ନୂଆ ୱେବ୍ ସିରିଜରେ ନଜର ଆସୁଛନ୍ତି ମନୋଜ
ଭୁବନେଶ୍ବର: ଓଲିଉଡର ନାୟକ ଓ ଖଳନାୟକ ହେଉଛନ୍ତି ଅଭିନେତା ମନୋଜ ମିଶ୍ର । ସେ ଓଲିଉଡ୍ ବ୍ୟତିତ ବଲିଉଡ୍ ,ଟଲିଉଡ୍ ଓ ଭୋଜପୁରୀସିନେମାରେ ମଧ୍ୟ ଅଭିନୟର କରିସାରିଛନ୍ତି ।
ସେ ଓଡ଼ିଆର ସିନେ ଜଗତରେ ଅନେକ ହିଟ ସିନେମାରେ କାମ କରି ଦର୍ଶକଙ୍କ ମନ କିଣି ସାରିଛନ୍ତି ।
ମନୋଜଙ୍କର ଆଗକୁ ଏକ ୱେବ୍ ସିରିଜ୍…