ଟି-୨୦ ବିଶ୍ବକପ୍ ପାଇଁ ନ୍ୟୁଜିଲ୍ୟାଣ୍ଡ…
ଓଏଲ୍ ବ୍ୟୁରୋ: ଜୁନ୍ ପହିଲାରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟର ମହାକୁମ୍ଭ। ୨୦୨୪ ଟି-୨୦ ବିଶ୍ବକପ୍ ପାଇଁ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍। ଆଉ ମହାକୁମ୍ଭର ମହାମୁକାବିଲା ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା କରିଛି ଦଳ। ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍। କେନ୍…