ମିଳିଲା ଗ୍ରୀନ୍ ସିଗନାଲ୍, ଶ୍ରୀମନ୍ଦିରର…
ଭୁବନେଶ୍ବର: ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ। ଏନେଇ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଅନୁମତି ଦେଇଛନ୍ତି। ୭୫ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ସହ ରଘୁନନ୍ଦନ ପାଠାଗାର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି…