ଏନଏଚଆରସି ଗଲେ ସମ୍ବିତ ପାତ୍ର
ଭୁବନେଶ୍ବର: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ଏନଏଚଆରସି ଯାଇଛି। ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ହାଜତ ମୃତ୍ୟୁ ପରେ ପୁଲିସ ଅମାନବୀୟ ଭାବେ ସଂସ୍କାର କରିଦେଲା ବାପା, ମାଙ୍କୁ ଉଠାଇ ନେଲା ପୋଲିସ…