ଓଡ଼ିଶା ବଜେଟ୍: କେଉଁ ବିଭାଗ ପାଇଁ କେତେ…
ଓଏଲ୍ ବ୍ୟୁରୋ: ବୁଧବାର ବିଧନାସଭାରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୪ ମାସ ପାଇଁ କାମଚଳା ବଜେଟର ପରିଣାମ ରହିଛି ୧ ଲକ୍ଷ ୬ହଜାର ୪୯୭ କୋଟି ଟଙ୍କା।
ବଜେଟ୍ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଓଡ଼ିଶା ଆର୍ଥିକ ଓ ସାମାଜିକ ବିକାଶ…