Odisha Link
Bridging the Missing Links in Odisha
Browsing Tag

Nirbhaya accused

ନିର୍ଭୟା ଦୋଷୀଙ୍କୁ ପାରିଶ୍ରମିକ ବାବଦକୁ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଶେଷରେ ଫାଶୀ ଦିଆଯାଇଛି। ଏହି ୪ ଜଣ ଦୋଷୀ ଆଜି ସକାଳ ସାଢେ ୫ଟାରେ ଫାଶିଖୁଣ୍ଟରେ ଝୁଲିଛନ୍ତି। ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର ଦୀର୍ଘ ବର୍ଷ ଧରି ଜେଲରେ ରହି ଆସିଥିଲେ। ଏହି ସମୟରେ ଜେଲରେ କାମ କରି…

ନିର୍ଭୟା ମାମଲା: ଦୋଷୀଙ୍କ ସବୁ ଚାଲ୍‌…

ନୂଆଦିଲ୍ଲୀ: ଫାଶୀ ପାଇଁ ସଫା ହେଲା ରାସ୍ତା । ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। କାଲି ସକାଳ ୫.୩୦ରେ ୪ ଜଣ ‘ନିର୍ଭୟା ଦୋଷୀ’ଙ୍କୁ ଫାଶୀ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛି ଏବଂ ଡେଥ୍ ୱାରେଂଟ ରୋକ୍ ଆବେଦନକୁ ଖାରଜ…

ନିର୍ଭୟା ମାମଲା : ପଓ୍ବନର କ୍ୟୁରେଟିଭ୍…

ନୂଆଦିଲ୍ଲୀ: ଗତକାଲି ୪ ନିର୍ଭାୟା ଦୋଷୀଙ୍କୁ ଫାଶୀ ହେବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପଓ୍ବନର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ୬ଜଣିଆ ଖଣ୍ଡପୀଠ ପଓ୍ବନର କ୍ୟୁରେଟିଭ…

ସୁପ୍ରିମକୋର୍ଟରୁ ନିରାଶ ହେଲେ ନିର୍ଭୟା…

ନୂଆଦିଲ୍ଲୀ: ICJ ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ମୃତ୍ୟୁଦଣ୍ଡ ରହିତାଦେଶ ପାଇଁ ICJ(ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ୩ ନିର୍ଭୟା ଦୋଷୀ ଅକ୍ଷୟ, ପବନ ଏବଂ ବିନୟ ICJ (ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା…

ଆଉ କେତେ ଥର ଫାଶୀ ଦିଆଯିବ, ସେମାନେ କ’ଣ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି…

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।…

ବିନୟର ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ଖାରଜ ହୋଇଛି ପିଟିସନ। ପିଟିସନ ଖାରଜ କଲେ ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ। ନିଜକୁ ମାନସିକ ବିକୃତ ଦର୍ଶାଇ ପିଟିସନ ଦାଖଲ କରିଥିଲା ଦୋଷୀ ବିନୟ ଶର୍ମା। ମାନସିକ ବିକୃତ ନୁହେଁ, ଅବସାଦ ବୋଲି କହିଲେ ଦିଲ୍ଲୀର ପାଟିଆଲା ହାଉସ୍‌…

ନିର୍ଭୟା ମାମଲା : ବିନୟର ରାଜକ୍ଷମା…

ନୁଆଦିଲ୍ଲୀ: ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ପିଟିସନ ଖାରଜ। ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବିନୟ। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଭାନୁମତି…

ନିର୍ଭୟା ଦୋଷୀ ବିନୟକୁ ଖାଦ୍ୟରେ…

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଅଭିଯୁକ୍ତ ତିହାର ଜେଲ ପ୍ରଶାସନ ଉପରେ ଆଣିଛନ୍ତି ଚାଞ୍ଚଲ୍ୟକର ଅଭିଯୋଗ। ଅଭିଯୁକ୍ତ ବିନୟକୁ ଜେଲ ପ୍ରଶାସନ ପକ୍ଷରୁ ଖାଦ୍ୟରେ ‘ସ୍ଲୋ ପଏଜନ’ ଦିଆଯାଉଛି ଏବଂ ତା’କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କୌଣସି ଚିକିତ୍ସା ରିପୋର୍ଟ ଦିଆଯାଉ ନାହିଁ।…