Odisha Link
Bridging the Missing Links in Odisha
Browsing Tag

Nirbhaya Case

ସାରା ବିଶ୍ୱ ଦେଖୁଛି ଭାରତୀୟ ବ୍ୟବସ୍ଥାର…

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ପଟିଆଲା କୋର୍ଟ ପୁଣି ଥରେ ନିର୍ଭୟା ଦୋଷୀଙ୍କ ଫାଶି ତାରିଖ ଘୁଞ୍ଚାିଛନ୍ତି। ଅର୍ଥାତ ଫାଶି ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ତେବେ ଫାଶୀ ଘୁଞ୍ଚିବା ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେ, “ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୋର୍ଟ କାହିଁକି…

ପୁଣି ରାଜକ୍ଷମା ଅବେଦନ କଲା ନିର୍ଭୟା…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଥିବା ଜଣାପଡିଛି। ଏହାପୂର୍ବରୁ ଅକ୍ଷୟ ଫେବ୍ରୁଆରି ପହିଲାରେ ରାଜକ୍ଷମା ଆବେଦନ କରିଥିଲା। ଯାହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ।…

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ…

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପୁଣି ଏକ ନୂଆ ଟୁଇଷ୍ଟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଆଜି ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି। ସେ ଦାଖଲ କରିଥିବା ପିଟିସନରେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଛି। ଅପରପକ୍ଷେ…

ନିର୍ଭୟା ମାମଲା: ଦୋଷୀଙ୍କୁ ପୃଥକ ଫାଶୀ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ପୃଥକ ଫାଶୀ ଦେବା ପାଇଁ କେନ୍ଦ୍ରର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଜଷ୍ଟିସ୍ ଆର ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ନବୀନ ସିହ୍ନାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ…

ବିନୟର ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ଖାରଜ ହୋଇଛି ପିଟିସନ। ପିଟିସନ ଖାରଜ କଲେ ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ। ନିଜକୁ ମାନସିକ ବିକୃତ ଦର୍ଶାଇ ପିଟିସନ ଦାଖଲ କରିଥିଲା ଦୋଷୀ ବିନୟ ଶର୍ମା। ମାନସିକ ବିକୃତ ନୁହେଁ, ଅବସାଦ ବୋଲି କହିଲେ ଦିଲ୍ଲୀର ପାଟିଆଲା ହାଉସ୍‌…

ନିର୍ଭୟା ମାମଲା: ଓକିଲଙ୍କୁ ଭେଟିବାକୁ…

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ଫାଶି ପାଇବେ ନିର୍ଭୟା ମାମଲାର ୪ଦୁଷ୍କର୍ମକାରୀ। ଏହା ପୂର୍ବରୁ ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତା ଜେଲରେ ନିଜ ଓକିଲ ରବି କାଜିଙ୍କୁ ଭେଟିବାକୁ ମନା କରିଛି । ତେବେ କଣ ପାଇଁ ଭେଟିବାକୁ ମନା କରିଛି, ତାହା ସ୍ପଷ୍ଟ ହୋଇନାହିଁ । ଏପି ସିଂ ମାମଲା ଛାଡିବା ପରେ ଅଦାଲତ…

ପରିବାର ସହ ଶେଷ ସାକ୍ଷାତ ପାଇଁ ଦୋଷୀଙ୍କୁ…

ନୂଆଦିଲ୍ଲୀ: ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଚିଠି ଲେଖିଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ମାର୍ଚ୍ଚ ୩ ତାରିଖରେ ଦୋଷୀଙ୍କୁ ଫାଶି ପାଇଁ ତୃତୀୟ ଥର ସାନି ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ନିୟମ…

ନିର୍ଭୟା ମାମଲା: ଦୋଷୀ ବିନୟର ନୂଆ ଚାଲ,…

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହା ପୂର୍ବରୁ ପୁଣିଥରେ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଏହା ପୂର୍ବରୁ ଦୋଷୀ ବିନୟ ଶର୍ମା ଜେଲ ଭିତରେ…

ନିର୍ଭୟା ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ରେ ଫାଶି ଦିଆଯିବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ପଟିଆଲା ହାଉସ୍‌ କୋର୍ଟ ଏହି ସାନି ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି। ନୂଆ ଡେଥ୍‌ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ…

ଫାଶିକୁ ନେଇ ଆଶାବାଦୀ : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ଫାଶି ପାଇଁ ଆଜି ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ଫାଶି ପାଇଁ…