Odisha Link
Bridging the Missing Links in Odisha
Browsing Tag

Nirbhaya Mother

ଆସନ୍ତାକାଲି ସକାଳେ ଫାଶୀ ନିଶ୍ଚିତ:…

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଅଭିଯୁକ୍ତଙ୍କୁ ଆସନ୍ତାକାଲି ମାର୍ଚ୍ଚ ୨୦ରେ ଫାଶୀ ହେବ ନା ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ। ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୨୦ରେ ଦୋଷୀଙ୍କୁ ଫାଶୀ ମିଳିବା ନେଇ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ। ଅପରପକ୍ଷେ ଫାଶୀରୁ ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇସାରିଛି…

ଅପେକ୍ଷା କରି ଥକି ଗଲିଣି : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି…

ସାରା ବିଶ୍ୱ ଦେଖୁଛି ଭାରତୀୟ ବ୍ୟବସ୍ଥାର…

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ପଟିଆଲା କୋର୍ଟ ପୁଣି ଥରେ ନିର୍ଭୟା ଦୋଷୀଙ୍କ ଫାଶି ତାରିଖ ଘୁଞ୍ଚାିଛନ୍ତି। ଅର୍ଥାତ ଫାଶି ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ତେବେ ଫାଶୀ ଘୁଞ୍ଚିବା ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେ, “ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୋର୍ଟ କାହିଁକି…

ଫାଶିକୁ ନେଇ ଆଶାବାଦୀ : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ଫାଶି ପାଇଁ ଆଜି ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ଫାଶି ପାଇଁ…

ଇନ୍ଦିରାଙ୍କ ଭଳି ମହିଳାଙ୍କ ଗର୍ଭରୁ…

ମୁମ୍ବାଇ: ନିଜ ଫିଲ୍ମ ଏବଂ କଡ଼ା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦେଶରେ ଏବେ ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ କଙ୍ଗନା ବି ଏଥିରେ ସାମିଲ ହୋଇ ନିଜର କଡା ଆଭିମୁଖ୍ୟ ଜାହିର କରିଛନ୍ତି। ନିକଟ ଅତୀତରେ ବରିଷ୍ଠ ଆଇନଜୀବୀ…

ଇନ୍ଦିରାଙ୍କ ଉପରେ ଉତ୍‌କ୍ଷିପ୍ତ ହେଲେ…

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମାମାଲାର ଦୋଷୀଙ୍କୁ କ୍ଷମା ଦେବା ପାଇଁ ନିର୍ଭୟା ମା ଙ୍କୁ ପରାମର୍ଶ ଦେଇଥିଲେ। ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଇନ୍ଦିରା ଜୟସିଂହଙ୍କ ଉତ୍‌କ୍ଷିପ୍ତ ହେବା ସହ ଜବାବରେ କହିଛନ୍ତି ପରାମର୍ଶ ଦେବାକୁ ଇନ୍ଦିକା କିଏ? ସମସ୍ତ ଦୋଷୀଙ୍କୁ…

ନ୍ୟାୟିକ ବ୍ୟବସ୍ଥା ଅପରାଧୀଙ୍କୁ ସହଯୋଗ…

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଜାନୁଆରି ୨୨ରେ ଫାଶୀ ମିଳିପାରିବ ନାହିଁ ବୋଲି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇବା ପରେ ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦୋଷୀ ମୁକେଶର କ୍ଷମା ଆବେଦନକୁ ଯୋଜନାବଦ୍ଧ ଭାବେ ବିଳମ୍ବ କରି ବ୍ୟବସ୍ଥାର ଦୁରୁପଯୋଗ କରାଯାଉଛି…