ନିର୍ଭୟା ମାମଲା: କାଲିକୁ ଘୁଞ୍ଚିଲା…
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଡେଥ୍ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଲେ କୋର୍ଟ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ କାଲିକୁ ଡେଥ୍ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଦୋଷୀ ବିନୟଙ୍କ ଓକିଲ କାଲି ତଥ୍ୟ ରଖିଲେ ହେବ ଶୁଣାଣି। ନୂଆ ଡେଥ୍ ଓ୍ବାରେଣ୍ଟ ଜାରି ଆବେଦନ ଉପରେ ଚାଲିଥିଲା ଶୁଣାଣି।…