Odisha Link
Bridging the Missing Links in Odisha
Browsing Tag

Nirmala Sitharaman

ବଜେଟ ୨୦୨୦: ପରିବହନ କ୍ଷେତ୍ରକୁ ୧.୭୦…

ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍‌ ଗୁରୁତ୍ବ ଦେଇଛନ୍ତି। ଦେଶର ସଡ଼କ ଓ ପରିବହନ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହା ଅଧୀନରେ ଆଧୁନିକ…

ବଜେଟ ୨୦୨୦: ଲଦାଖ ପାଇଁ ୫୯୫୮ କୋଟି…

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟରେ ୫୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଦାଖର ବିକାଶ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ସଂସଦରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ…

ବଜେଟ ୨୦୨୦: ସ୍ବଚ୍ଛ ଭାରତ ମିଶନ ପାଇଁ…

ନୂଆଦିଲ୍ଲୀ:  ଚଳିତ ବଜେଟରେ ସ୍ବଚ୍ଛ ଭାରତ ମିଶନକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ୨୦-୨୧ ଆର୍ଥିକ ବର୍ଷରେ ସ୍ବଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କା ଅନୁଦାନ ଘୋଷଣ କରିଛନ୍ତି ସରକାର। ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ମୌଳିକ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ସଂସଦରେ ୨୦୨୦-୨୧…

ବଜେଟ୍ ପୂର୍ବରୁ ଖସିଲା ସେୟାର ମାର୍କେଟ୍‌

ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୦-୨୧ ବର୍ଷ ପାଇଁ ଆର୍ଥିକ ବଜେଟ୍ । ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଖସିଲା ସେୟାର ମାର୍କେଟ୍‌। କାରବାର ଆରମ୍ଭରୁ ସେନସେକ୍ସ ୨୦୦ ପଏଣ୍ଟରୁ ଅଧିକ ଏବଂ ବେଳେ ନିଫ୍ଟି ୧୩୦ ପଏଣ୍ଟ ହ୍ରାସ ପାଇ ୧୧,୯୦୦କୁ ହ୍ରାସ ପାଇଛି। ସୋମବାର ଦିନ ସେନସେକ୍ସ ୬୪୫…

ଆଜି ଉପସ୍ଥାପିତ ହେବ ୨୦-୨୧ ଆର୍ଥିକ…

ନୂଆଦିଲ୍ଲୀ : ଆଜି ଉପସ୍ଥାପିତ ହେବ ସାଧାରଣ ବଜେଟ୍‍। କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକବର୍ଷ ନିମନ୍ତେ ଉପସ୍ଥାପନ କରିବାକୁ ଯାଉଛନ୍ତି ବଜେଟ୍। ଆଜି ଦିନ ୧୧ଟାରେ ସଂସଦ ଗୃହରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‍ ଆଗତ କରିବେ। ମୋଦି ସରକାରଙ୍କ ୨ ପାଳିରେ ନିର୍ମଳା ୨ ଥର ପାଇଁ ବଜେଟ ଉପସ୍ଥାପନ…

ଆଜିଠୁ ବଜେଟ୍ ମୁଦ୍ରଣ, ନର୍ଥବ୍ଲକ ଭିତରେ…

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ମୁଦ୍ରଣ। ପରାମ୍ପରା ମୁତାବକ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ହେବାଯାଏଁ ପ୍ରାୟ ଶହେରୁ ଅଧିକ କର୍ମଚାରୀ ନର୍ଥବ୍ଲକ ଭିତରେ ରହିବେ ଏବଂ ସେମାନଙ୍କର ବାହ୍ୟ ଜଗତ ସହ ସଂପର୍କ ରହିବ ନାହିଁ। ଏଥିସହ ଆଜି ଅର୍ଥ ମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଯାଇଛି ହାଲୱା ଉତ୍ସବ।…

ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର…

ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ୩୫ ହଜାର କୋଟି ଟଙ୍କା। ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଏହି ରାଶି ପ୍ରଦାନ କରିଥିବା କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଶି…

୨୦୨୦-୨୧ ଆର୍ଥିକ ବର୍ଷ ପ୍ରାକ୍ ବଜେଟ୍…

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠୁ ପ୍ରାକ୍ ବଜେଟ୍ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବେ। ସେ ବିଭିନ୍ନ ଅଂଶୀଦାରଙ୍କୁ ଭେଟି ସେମାନେ ବଜେଟ୍‌ରୁ କ’ଣ ଆଶା ରଖିଛନ୍ତି ଓ କ’ଣ ପାଇବାକୁ ଚାହୁଛନ୍ତି ତାହା ଜାଣିବେ। ଅର୍ଥମନ୍ତ୍ରୀ…

୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ…

ନୂଆଦିଲ୍ଳୀ : ଭାରତ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ସହ ଗତିଶୀଳ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କେତେକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସରକାରୀ ବ୍ୟାଙ୍କଗୁଡ଼ିକର ଲାଭର ସ୍ଥିତି, ଋଣ ଆଦାୟ ସ୍ତର ଏବଂ ନୀରବ ମୋଦୀ ଭଳି ବଡ଼ ଦୁର୍ନୀତିକୁ ଅଟକାଇବା…