ଚାଲିଛି ଏନଡିଏ ବୈଠକ, କିଙ୍ଗମେକର ନୀତୀଶ…
ଓଏଲ୍ ବ୍ୟୁରୋ: ଚଳିତ ଲୋକସଭା ନିର୍ବାଚନରେ ୧୨ଟି ଆସନରେ ବିଜୟ ଓ ବିଜେପି ଏକାକି ବହୁମତ ହାସଲ କରିବାରେ ବିଫଳ ହେବା ପରେ ଏନଡିଏର ପ୍ରମୁଖ ସହଯୋଗୀ ଭାବେ ଉଭା ହୋଇଛନ୍ତି ନୀତୀଶ କୁମାର। ଚଳିତ ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁ ୧୨ଟି ଆସନରେ ବିଜୟୀ ହୋଇଛି। ଏସବୁ ମଧ୍ୟରେ ନୀତୀଶ କୁମାର ବିହାରକୁ…