ଆଗାମୀ ୭ଦିନ ଯାଏଁ ବଡ଼ ବର୍ଷା ନାହିଁ
ଭୁବନେଶ୍ୱର: ଅବପାତ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ରାରି ରହିଛି। ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ। ଏଥିସହ ଆଗାମୀ ୭ ଦିନ ଯାଏଁ ବଡ଼ ବର୍ଷାର ଏବଂ ବଡ ବନ୍ୟାର ସମ୍ଭାବନା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ଦକ୍ଷିଣ ଉପକୂଳ ଓଡ଼ିଶାରେ ୫ଟି ଜିଲ୍ଲାରେ ବର୍ଷା…