ରାଗିଂ ନୁହେଁ, ଗଣ୍ଡଗୋଳ: କୁଳପତି
ସମ୍ବଲପୁର: ବର୍ଲା ଭିସୁଟ୍ରେ ରାଗିଂ ଅଭିଯୋଗ ଘଟଣାର ନୂଆ ମୋଡ଼ ନେଇଛି। ସୋସିଆଲ୍ ମିଡିଆରେ ରାଗିଂ ଭିଡିଓ ଭାଇରାଲ୍ ପରେ ବିଶ୍ବବିଦ୍ୟାଳୟର କୁଳପତି ଅଟଳ ଚୌଧୁରୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କୁଳପତି କହିଛନ୍ତି ଯେ, ଏହା ରାଗିଂ ନୁହେଁ। ବିଶ୍ବବିଦ୍ୟାଳୟ ବାହାରେ ଗଣ୍ଡଗୋଳର ଦୃଶ୍ୟ। ସିନିଅର…