ଏହି ୪ ଅଭିନେତ୍ରୀଙ୍କୁ ନେବାକୁ ପଡ଼େନି…
ମୁମ୍ବାଇ : ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୁବ କମ ମେକ୍ ଅପ୍ ବ୍ୟବହାର କରିଥାନ୍ତି । ତେବେ ବଲିଉଡ୍ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା ।
ତେଣୁ ସେମାନଙ୍କୁ ପ୍ରାୟତଃ କୌଣସି ମେକ୍ ଅପ୍ ନେବାକୁ ପଡ଼ି ନ ଥାଏ । ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ…