Odisha Link
Bridging the Missing Links in Odisha
Browsing Tag

North Korea

ଉତ୍ତର କୋରିଆ: ଆଗାମୀ ୧୦ ଦିନ ଯାଏଁ…

ବ୍ୟୁରୋ: ଉତ୍ତର କୋରିଆର ପୂର୍ବତନ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌‌ଇଲ୍‌ଙ୍କର ଆଜି ହେଉଛି ୧୦ମ ମୃତ୍ୟୁବାର୍ଷିକୀ। ଆଜି ଠାରୁ ୧୦ ଦିନ ଯାଏଁ ରାଷ୍ଟ୍ର ବ୍ୟାପୀ ଶୋକପାଳନ ହେଉଥିବା ବେଳେ ଏହି ସମୟ ଭିତରେ ଦେଶବାସୀ ହସିପାରିବେନାହିଁ ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଏଭଳି ନିର୍ଦ୍ଦେଶ ପାଳନ…

କରୋନା ରୋକିବାକୁ ପାରା ଓ ବିଲେଇଙ୍କୁ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ଏହାକୁ ରୋକିବାକୁ ଉତ୍ତର କୋରିଆରେ ଅଜବ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତାନାଶାହ କିମ୍ ଜୋଙ୍ଗ୍ ଉନ୍ ସମସ୍ତ ପାରା ଓ ବିଲେଇଙ୍କୁ ମାରିବାକୁ ନିଷ୍ପତ୍ତି ନେଇଛନ୍ତି। ପାରା ଓ ବିଲେଇ ଚୀନ ସୀମା ଦେଇ କରୋନା ଭାଇରସ ବିସ୍ତାର କରିଥିବା ସେ ଆଶଙ୍କା…

କରୋନା କଟକଣା ନ ମାନିବାରୁ ଏଭଳି…

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିଙ୍ଗ ଜଙ୍ଗ ଉନଙ୍କ ନିର୍ଦ୍ଦୟ ଓ କଠୋର ଶାସନ ସାରା ବିଶ୍ୱକୁ ଜଣା। ଏବେ ପୁଣି ଥରେ କିମଙ୍କ କଠୋର ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା। ଉତ୍ତର କୋରିଆରେ ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗିବାରୁ ତାଙ୍କୁ ଗୁଳି କରି ମାରିଦିଆଯିବା ଘଟଣା ସାମ୍ନାକୁ ଆସିଛି।…

ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ…

ଓଏଲ୍‌ ବ୍ୟୁରୋ: ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି। କରୋନାର ପ୍ରଥମ ମାମଲା ଚିହ୍ନଟ ପରେ ଶାସନ ମୁଖ୍ୟ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘୋଷଣା କରିଛନ୍ତି। କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ…

ପରମାଣୁ ଗୋଦାମ ନିର୍ମାଣ କରୁଛି ଉତ୍ତର…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତାରେ। ଏପରିକି କରୋନାକୁ ନାଶ କରିବା ପାଇଁ ବହୁ ଦେଶ ଔଷଧ ତିଆରି କରିବାକୁ ଲାଗିଛନ୍ତି। ହେଲେ ଏହାରି ମଧ୍ୟରେ ଉତ୍ତର କୋରିଆ ଏକ ବିଶାଳ ଗୋଦାମ ନିର୍ମାଣ କରୁଛି। ଏହି ଗୋଦାମକୁ ପରମାଣୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଏବଂ ଏହାର…

ସମସ୍ତ କଳ୍ପନାଜଳ୍ପନାର ଅନ୍ତ, ୩ ସପ୍ତାହ…

ଓଏଲ୍‌ ବ୍ୟୁରୋ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କୁ ନେଇ ୩ ସପ୍ତାହ ହେବ ସାରା ବିଶ୍ବରେ ଚିର୍ଚ୍ଚ।। କେହି କେହି କିମ ଜୋଙ୍ଗ ଉନଙ୍କ ଅସୁସ୍ଥତା କାରଣୁ ମୃତ୍ୟୁ ହୋଇଥିବା ମଧ୍ୟ ପ୍ରକାଶ କରିଥିଲେ। ମୃତ୍ୟୁକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ…

କିମ୍ ଜୋଙ୍ଗ୍-ଉନ୍ ‘ଜୀବିତ ଏବଂ…

ଓଏଲ୍‌ ବ୍ୟୁରୋ: ଉତ୍ତର କୋରିଆ ନେତା କିମ୍‌ ଜୋାଙ୍ଗ ଉନ୍‌ ଜୀବିତ ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏନେଇ କହିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେଇ-ଇନ୍‌ ଙ୍କର ବରିଷ୍ଠ ସୁରକ୍ଷା ପରାମର୍ଶଦାତା। ଫଳରେ କିମ୍‌ ଜୋଙ୍ଗ ଉନ୍‌ ଙ୍କୁ ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା ସେଥିରେ ବିରାମ ଲାଗିଛି। କିମ୍…