ଜାଣନ୍ତୁ ଏଭଳି ଏକ ସହର, ଯେଉଁଠି ୭୦ ବର୍ଷ…
ନରୱେ: ପୃଥିବୀରେ ଏମିତି ଏକ ସହର ରହିଛି ଯେଉଁଠି କାହାର ମୃତ୍ୟୁ ହୋଇ ନାହିଁ। ବର୍ଷ କି ଦୁଇ ବର୍ଷ ନୁହେଁ ଗତ ୭୦ ବର୍ଷ ହେଲା ସେହି ସହରରେ କାହାର ମୃତ୍ୟୁ ହୋଇ ନାହିଁ। ଆପଣଙ୍କୁ କଥାଟା ବିଶ୍ବାସ ହେଉ ନଥାଇ ପାରେ ମାତ୍ର ଏହା ସତ।
ଏହା ଏମିତି ଏକ ସହରର ଯେଉଁଠି କେହି ମୃତ୍ୟୁବରଣ କରନ୍ତି ନାହିଁ ।…