ନିୟମ ଉଲ୍ଲଂଘନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ…
ନରୱେ: ସାରା ବିଶ୍ଵରେ କାୟା ମେଲାଉଛି କରୋନା ମହାମାରୀ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସବୁ ଦେଶ ଲକ୍ଡାଉନ, ସଟ୍ଡାଉନ ଲାଗୁ କରିବା ଭଳି କଡା ପଦକ୍ଷେପ ନିଆଯାଉଛି। କିନ୍ତୁ ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ ଖୋଦ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ପୁଲିସ…