ପାକିସ୍ତାନ ଭାରତ ପାଇଁ ଖୋଲିଲା…
ନୂଆଦିଲ୍ଲୀ: ୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍ ଖୋଲିଲା ପାକିସ୍ତାନ। ବାଲାକୋଟ୍ ଏୟାରଷ୍ଟ୍ରାଇକ ପରେ ନିଜର ଏୟାରସ୍ପେସ୍ ଭାରତ ପାଇଁ ବନ୍ଦ ରଖଇଥିଲା ପାକିସ୍ତାନ। ଏନେଇ ପାକିସ୍ତାନ ସିଭିଲ୍ ଏବିଏସେନ ଅଥରିଟି ଦ୍ୱାରା ଏକ ନୋଟିସ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ତତ୍କାଳ ପ୍ରଭାବରେ…