ଏବେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି…
ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କିଛି ରାସ୍ତାରେ ଯାତ୍ରୀବାହୀ ଟ୍ରେନକୁ ଚଲାଇବାର ଦାୟିତ୍ବ ପ୍ରାଇଭେଟ୍ କମ୍ପାନୀକୁ ଦେବା ପାଇଁ ବିଚାର କରିଛନ୍ତି। ଏହି ଯୋଜନାକୁ ସରକାର ୧୦୦ଦିନର ଏଜେଣ୍ଡାରେ ମଧ୍ୟ ସାମିଲ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ…