ଶ୍ରୀମନ୍ଦିରରେ ଡ୍ରୋନ୍ ଉଡ଼ାଇ ସୁରକ୍ଷା…
ପୁରୀ: ଶ୍ରୀମନ୍ଦିରରେ ଉପରେ ଡ୍ରୋନ୍ ଉଡ଼ାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା NSG ଟିମ୍ । NSGର ୩ ଜଣିଆ ଟିମ୍ ପକ୍ଷରୁ ସୁରକ୍ଷା ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ପ୍ରଶାସନ ସହ NSG ଟିମ୍ ଆଲୋଚନା କରିଛି ।
ପ୍ରକାଶ ଯେ, ଗୁରୁବାର ଭୋର ସମୟରୁ NSGର ୩ ଜଣିଆ…