କରୋନାରେ ପରମାଣୁ ବୈଜ୍ଞାନିକ ଶେଖର…
କୋଲକାତା: ପରମାଣୁ ବୈଜ୍ଞାନିକ ପଦ୍ମଶ୍ରୀ ଡା.ଶେଖର ବସୁଙ୍କର ମୃତ୍ୟୁ ହୋଇଛି। ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୬୮ରେ ସେଖର ବାସୁ ମୃତ୍ୟୁ ବରଣ କରିଛନ୍ତି।
ଦେଶର ଆଣବିକ…