ନର୍ସଙ୍କୁ ଆକ୍ରମଣ ଘଟଣା; ଆନ୍ଦୋଳନକୁ…
ବଲାଙ୍ଗିର : ବଲାଙ୍ଗୀରର ଭୀମଭୋଇ ହସ୍ପିଟାଲରେ ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣ କରିବା ଘଟଣାରେ ଆଜି ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବି କରିଛନ୍ତି ଯେ, ଆମେ କ’ଣ ମାଡ଼ ଖାଇବାକୁ ଚାକିରି କରିଛୁ। ରୋଗୀ ସେବା କରି ବି ମାଡ଼ ଖାଉଛୁ।…