ନର୍ସଙ୍କ ଟିକଟକ ଭିଡ଼ିଓ ଭାଇରାଲ ଘଟଣା:…
ମାଲକାନଗିରି: ମାଲକାନଗିରିରେ ୩ଜଣ ନର୍ସ ଟିକଟକ ଭିଡ଼ିଓ କରିବା ଘଟଣାରେ ସମ୍ପୃକ୍ତ ନର୍ସମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏପରି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ରହିଛି। ଏହା ସହିତ ସ୍ୱତନ୍ତ୍ର କମିଟି ଗଠନ କରି…