ଜାତୀୟ ପୋଷଣ ମାସ: “ସଚେତନତା ମାଧ୍ୟମରେ…
ଭୁବନେଶ୍ବର: କୁପୋଷଣ ମୁକ୍ତ ଓଡ଼ିଶା ଗଠନ ଆଜିର ଦିନରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଏହି ଆହ୍ୱାନକୁ ସାମ୍ନା କରିବାକୁ ହେଲେ ଲୋଡ଼ା, ସଚେତନତା ଓ ନିଷ୍ଠା ପର ଉଦ୍ୟମ। କୁପୋଷଣକୁ ସଂପୂର୍ଣ୍ଣ ଭାବେ ଦୂର କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢ଼ି ତେଳିବା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଆବଶ୍ୟକ…