ଜଷ୍ଟିସ୍ ଏନ୍.ଭି ରମନା ପରବର୍ତ୍ତୀ CJI,…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମନା। କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର । ଆସନ୍ତା ୨୪ ତାରିଖରେ ପରବର୍ତ୍ତୀ CJI ଭାବେ ଶପଥ ନେବେ ଜଷ୍ଟିସ୍ ଏନ୍.ଭି ରମନା।
ଜଷ୍ଟିସ୍ ଏନ୍ ଭି ରମନା ଦେଶର ୪୮ ତମ ମୁଖ୍ୟ ବିଚାରପତି ଭାବେ ନେବେ ଶପଥ। ଏପ୍ରିଲ…