Odisha Link
Bridging the Missing Links in Odisha
Browsing Tag

OAS

ଓଏଏସ୍ ସ୍ତରରେ ଅଦଳବଦଳ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମୋଟ ୧୯ଜଣ ଓଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଯସ୍ମିନ ପଟ୍ଟନାୟକଙ୍କୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ(ରେଜିଷ୍ଟ୍ରାର) ଭାବେ…

ନିର୍ବାଚନ ପୂର୍ବରୁ ୪୪ଜଣ ଅଫିସରଙ୍କ ବଦଳି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଶୁକ୍ରବାର ବଡ଼ ଧରଣର ବଦଳି କରିଛନ୍ତି।ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଓ ଓଡ଼ିଶା ରାଜସ୍ବ ସେବା (ଓଆରଏସ)ର ୪୪ ଜଣ ଅଫିସରଙ୍କୁ ବଦଳି କରିଛନ୍ତି।…

ଓଏଏସ୍‌ ସ୍ତରରେ ଅଦଳବଦଳ; କାହାକୁ କେଉଁ…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ସରକାର ପୁଣିଥରେ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କଠୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ୍‌‌ ସୂର୍ଯ୍ୟନାରାୟଣ ଦାସ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଥିବା ଶ୍ରୀ ଦାସଙ୍କୁ…

ପୁଣିଥରେ ୧୧ ଓଏଏସ୍‌ ଅଫିସରଙ୍କୁ ବଦଳି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି। ଏହାପୂର୍ବରୁ ପୁଣିଥରେ ଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ୧୧ ଜଣ ଓଏଏସ୍‌ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…

ଆଗକୁ ନିର୍ବାଚନ; ମାସକରେ ବଦଳିଲେଣି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସ ବାକିଥିବା ବେଳେ ରାଜ୍ୟ ସରକାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଡ଼ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର। ପୁଣିଥରେ ୫୩ ଜଣ ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହକ…

ବଦଳିଲେ ୭ ଓଏଏସ୍‌; ବିଶାଲ ଦେବଙ୍କୁ…

ଭୁବନେଶ୍ବର: ୭ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଲେ ରାଜ୍ୟ ସରକାର। ଏଥିସହିତ ବରିଷ୍ଠ ଆଇଏଏସ୍‌ ତଥା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କୁ ମିଳିଛି ଅତିରିକ୍ତ ନୂଆ ଦାୟିତ୍ବ। ଶ୍ରୀ ଦେବଙ୍କୁ ଅତିରିକ୍ତ ଦାୟତ୍ବ ଭାବେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ…

ଦଶହରା ପୂର୍ବରୁ ଓଏଏସ୍ ସ୍ତରରେ ଅଦଳବଦଳ;…

ଓଏଲ୍‌ ବ୍ୟୁରୋ: ଦଶହରା ପୂର୍ବରୁ ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଆଜି ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ମୁତାବକ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ରୁଦ୍ରନାରାୟଣ ମହାନ୍ତିଙ୍କୁ ମିଳିଛି ବଡ଼…

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା…

ଓଏଲ୍‌ ବ୍ୟୁରୋ: ରାଜ୍ୟ ପ୍ରଶାସନିକ ଇତିହାସରେ ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ଗତକାଲି ଗୋଟିଏ ଦିନରେ ଏକକାଳୀନ ୨୯୫ଜଣ ଓଏଏସଙ୍କ ବଦଳି ହୋଇଥିଲା। ବଦଳି ହେବାର ୨୪ ଘଣ୍ଟା ନପୁରୁଣୁ ଆଜି ପୁଣିଥରେ ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ଅଫିସସ୍ତରରେ ଅଦଳବଦଳ କରିଛନ୍ତି।ସବୁଠୁ ବଡ଼କଥା ହେଲା ଭୁବନେଶ୍ବର ବିଡିଓ…

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ;…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା। ସୁଦେବ କୁମାର ପୃଷ୍ଟି ଓଏଏସ୍‌ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟରେ ପ୍ରଣବ ରଞ୍ଜନ ସାହୁ ରହିଛନ୍ତି। ଟପ୍‌ -୧୦ ଭିତରେ ୫ ପୁଅ ଓ ୫ ଝିଅ ସ୍ଥାନ ପାଇଛନ୍ତି। ଚଳିତଥର ୧୬୪ ଝିଅଙ୍କ ସହ…

ପରଲୋକରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ। ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ଅନ୍ତିମ ସମୟରେ ପତ୍ନୀ ପୁଷ୍ପଲତା ରାଉତ, ପୁଅ ପ୍ରତିଷ୍ଠ ରାଉତ, ଝିଅ…