Odisha Link
Bridging the Missing Links in Odisha
Browsing Tag

Odia Cinema

‘ ମନୋଜ ମିଶ୍ର ସପ୍ତାହେ ଭିତରେ…

ଓଏଲ୍‌ ବ୍ୟୁରୋ:ଅଭିନେତା ମନୋଜ ମିଶ୍ର ସପ୍ତାହେ ଭିତରେ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ। ଦାସ କହିଛନ୍ତି, ନିକଟରେ ଅଭିନେତା ମନୋଜ ମିଶ୍ର…

ପରଲୋକରେ ଓଡ଼ିଆ ଆଧୁନିକ ସଙ୍ଗୀତର ବାଦଶାହ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ। ଆଜି ତାଙ୍କର ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୂ ହୋଇଛି। ଦୀଘଦିନ ଧରି ସେ କ୍ୟାନସରରେ ପୀଡିତ ହୋଇ ଚିିକିତ୍ସିତ ଥିଲେ। ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସେ…

ପରଲୋକରେ ପିଣ୍ଟୁ ନନ୍ଦ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଆ ସିନେ ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ…

ଚିରନିଦ୍ରାରେ ଲୋକପ୍ରିୟ ଅଭିନେତ୍ରୀ ଝରଣା…

ଓଏଲ୍ ବ୍ୟୁରୋ : ପରଲୋକରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସ। ଅଭିନେତ୍ରୀ ଝରଣାଙ୍କର କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ୮୨ ବର୍ଷରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାକାରର କେବେ ମୃତ୍ୟୁ ହୁଏନି ଏବଂ କଳାକାର…

“କୋକୋଲି” ଚଳଚ୍ଚିତ୍ରର…

ଭୁବନେଶ୍ବର: ଆମ ସମାଜର ବିଭିନ୍ନ ବର୍ଗ ଓ ଗୋଷ୍ଠୀ ମଧ୍ୟରେ ସମନ୍ବୟର ଅଭାବ ରହିଛି। ସାହିତ୍ୟ କ୍ଷେତ୍ରର ବ୍ୟକ୍ତି ସିନେମା ବାବଦରେ ଆଗ୍ରହ ରଖୁନାହାନ୍ତି। ସିନେମା କରୁଥିବା ବ୍ୟକ୍ତି ସାହିତ୍ୟର ପାଖ ମାଡ଼ୁନାହାନ୍ତି। ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ…

ନକଲ ଧରାପଡ଼ିବା ପରେ ଅକଲ ଗୁଡ଼ୁମ

ଭୁବନେଶ୍ବର: ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା 'ମୋନାଲସା' ଆଜି ସଂଧ୍ୟା ୬ଟା ୩୦ରେ ଜି-ସାର୍ଥକ୍‌ ଟିଭିରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ସିନେମାଟି ଆଜି ମୁକ୍ତିଲାଭ କରୁନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ବିନା ଅନୁମତିରେ ଜାତୀୟ ପୁରସ୍କାରପ୍ରାପ୍ତ ଏକ…

ଏକ ସମୟରେ ମୁକ୍ତିଲାଭ କରୁଛି ୩ ଓଡ଼ିଆ…

ଭୁବନେଶ୍ବର: ଆସନ୍ତାକାଲି ୨୫ ଏପ୍ରିଲ ରବିବାର ସଂଧ୍ୟାରେ ଏକ ସମୟରେ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ତିନୋଟି ଯାକ ଚଳଚ୍ଚିତ୍ର ଟେଲିଭିଜନ୍‌ ଚ୍ୟାନେଲରେ ଆସିବ। ଟିଭି ପରଦାରେ ଏକ ସମୟରେ ତିନୋଟି ସିନେମା ଦେଖିବା ସମ୍ଭବ ହେଉ ନଥିବାରୁ ଦର୍ଶକେ କେଉଁଟି ଦେଖିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି।…

କାହାଣୀ ନକଲ, ପୋଷ୍ଟର ବି ନକଲ!

ଭୁବନେଶ୍ବର: ଜି-ସାର୍ଥକ୍‌ ଫିଲ୍ମ ପକ୍ଷରୁ 'ମୋନାଲିସା' ନାମରେ ଏକ ଓଡ଼ିଆ ସିନେମା ପ୍ରସ୍ତୁତ ହୋଇଥିବା ବେଳେ ଏହା ଏକ ପ୍ରସିଦ୍ଧ ମଲାୟଲମ ସିନେମାର ନକଲ ବୋଲି ଚର୍ଚ୍ଚା ହେଉଛି। ଉଭୟ ଚଳଚ୍ଚିତ୍ରର ପୋଷ୍ଟରରେ ଯଥେଷ୍ଟ ସାମଞ୍ଜସ୍ୟ ଥିବା ବେଳେ କାହାଣୀ ମଧ୍ୟ ନକଲ। ମାଥୁକୁଟ୍ଟି ଜାଭିୟରଙ୍କ ନିର୍ଦ୍ଦେଶିତ…

AAO ଆପ୍‌ରେ ଓଡ଼ିଆ ସିନେମା ‘ଭକ୍ତ…

ଭୁବନେଶ୍ବର: ଆଣ୍ଡ୍ରଏଡ୍‌ ଭିଡିଓ‌ ଷ୍ଟ୍ରିମିଂ ଆପ୍‌ "ଆଓ ଟିଭି'ରେ ମୁକ୍ତଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'ଭକ୍ତ ସାଲବେଗ'। ଜଗନ୍ନାଥଙ୍କ ପରମ ଭକ୍ତ ତଥା ମୁସଲମାନ କବି ସାଲବେଗଙ୍କ ଜୀବନ କାହାଣୀ ଆଧାରିତ ଏ ସିନେମାଟି ୧୯୮୩ ମସିହାରେ ନିର୍ମିତ ହୋଇ ବେଶ୍‌ ଦର୍ଶକୀୟ ଆଦୃତି ଲାଭ କରିଥିଲା। ରଥଯାତ୍ରା…

ଅଭିନେତା ବିଜୟ ମହାନ୍ତି ସୁସ୍ଥ, ଖୁବ୍‌…

ଭୁବନେଶ୍ବର: ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ସେ ଏବେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ରା ରାୟ ସୂଚନା…