Odisha Link
Bridging the Missing Links in Odisha
Browsing Tag

Odia

କାଷ୍ଟିଂ କାଉଚ୍‌ : ୪୩ ଦିନ ଜେଲରେ ଥିଲେ,…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରୁ ଓଡ଼ିଆ ହାସ୍ୟଅଭିନେତା ପପୁ ପମ୍‌ପମ୍‌ଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ପ୍ରାୟ ୬ ବର୍ଷ ପରେ କାଷ୍ଟିଂ କାଉଚ୍‌ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପ୍‌ ପମ୍‌ପମ୍। ୨୦୧୬ ମସିହାରେ ପପୁ ପମ୍‌ପମ୍‌ଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ।…

ଚଳିତବର୍ଷ ଓଡ଼ିଆ ଭାଷାରେ ଆସିବ ନିଟ୍…

ଭୁବନେଶ୍ୱର: ୨୦୨୧ରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସେପ୍ଟେମ୍ବର ୧୨ରେ ଏନଇଇଟି(ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)-ୟୁଜି ଅନୁଷ୍ଠିତ ହେବ। ଏହି ଆବେଦନ ପ୍ରକ୍ରିୟା ଅଗଷ୍ଟ ୬ ପର୍ଯ୍ୟନ୍ତ ଜାରି ରହିବ। ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ ସହ ଅଗଷ୍ଟ ୭ ରାତି ୧୧ଟା ୫୦ ସୁଦ୍ଧା…

ଦୁବାଇ ନେତୃତ୍ବ ସମିତିରେ ସମ୍ମାନିତ ହେଲେ…

ଦୁବାଇରେ ଅନୁଷ୍ଠିତ ମହିଳା ନେତୃତ୍ବ ସମିତି ୨୦୨୧ (women leadership summit 2021)ରେ ପ୍ରଥମ ଥର ପାଇଁ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ମହିଳା। ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଉତ୍ସବରେ ଦୁବାଇରେ ଅବସ୍ଥାପିତ ଓଡ଼ିଆ ମଧୁସ୍ମିତା ନାୟକଙ୍କୁ Inspiring Woman Business Leader…

ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ…

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଇଡି ଭାବେ ଓଡ଼ିଆ ଅର୍ଥନୀତିଜ୍ଞ ରାଧା ଶ୍ୟାମ ରଥ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟ ମହାପ୍ରବନ୍ଧକ ପଦରେ କାର୍ଯ୍ୟ କରୁଥିଲେ। ଯାହାଫଳରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦପଦବୀରେ ଦକ୍ଷ ଓଡ଼ିଆଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ମହାମାରୀ…

ନୂଆ ଖବରକାଗଜ ‘ସକାଳ’ର…

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ 'ସକାଳ'। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ 'ସକାଳ'ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ…

ମଧ୍ୟରାତ୍ରିରେ ‘ସକାଳ’

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ 'ସକାଳ'। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ 'ସକାଳ'ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ…

ପ୍ରଥମ ନିଃଶୁଳ୍କ ଓଡ଼ିଆ ଜନଜାତି…

ଭୁବନେଶ୍ବର: ପ୍ରକୃତି ଓ ପରମ୍ପରା ସହ ଜଡିତ ରହି ଆସିଛି ଆମ ଜନଜାତିର ଘନିଷ୍ଠତା। ଯୁଗ ପରେ ଯୁଗ, ସମୟର ଇତିବୃତ୍ତକୁ ଅବଲୋକନ କଲେ ମାନବିକ ମୂଲ୍ୟବୋଧ ଓ ସରଳ ବୋଧଗମ୍ୟତା, ଅକପଟତା ଆଦି ସହ ଆମ ଜନଜାତିର ସ୍ପଷ୍ଟ କାନଭାସ ଦେଖିବାକୁ ମିଳେ। କଳା ,କୌଶଳ, କାରିଗରୀ,ଭାଇଚାରା ଓ ପ୍ରକୃତି ପୂଜାର ପୂଜ୍ୟ…

ବଡ଼ ଘୋଷଣା: ରାଜ୍ୟକୁ ଫେରୁଥିବା ପ୍ରବାସୀ…

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟକୁ ଫେରି ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ତ ଖର୍ଚ୍ଚ ବହନ କରିବେେ ରାଜ୍ୟ ସରକାର। ଏନେଇ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ। ପ୍ରବାସୀ ଓଡ଼ଆଙ୍କ ପାଇଁ ରାଜ୍ୟରେ ହେବ…

ବାହାର ରାଜ୍ୟରେ ଓଡ଼ିଆ: ବସ୍‌ ନୁହେଁ,…

ଓଡ଼ିଶା ବାହାରେ ୫ ଲକ୍ଷ ନୁହେଁ, ପ୍ରାୟ ୧୦ ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ଏମାନେ ଓଡ଼ିଶା ଫେରିଲେ ସ୍ଥିତି ଅଣାୟତ ହୋଇପାରେ। ଯଦି ବି ସରକାର ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ରହିଲେ, ଏଥିପାଇଁ ବହୁ ଅର୍ଥ ବ୍ୟୟ ହେବ। ୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରି…

ନର୍ସ

ନର୍ସ ଡ. ଗାୟତ୍ରୀବାଳା ପଣ୍ଡା ହସିହସି ସେ ପହଂଚିଯିବ ଏବେ ବଖରାରେ ତା ହସ ଭିତରୁ ବାହାରି ପ୍ରଜାପତିମାନେ ଉଡ଼ିବୁଲିବେ ବଖରା ସାରା ଆନନ୍ଦରେ। ହସିବାପାଇଁ ଦରକାର ସାହସ ଓ ନିଷ୍ଠା ଶ୍ରଦ୍ଧା ଓ ତ୍ୟାଗ ଦରକାର ବଢେ଼ଇବାକୁ ହାତ ବିନା କିଛି ଉଦ୍ଦେଶ୍ୟରେ। ସବୁରିକୁ ପୂର୍ଣ୍ଣ କରିଦବାର ଇଚ୍ଛା ତା’…