Odisha Link
Bridging the Missing Links in Odisha
Browsing Tag

Odia

ବର୍ଣ୍ଣବୋଧ ପୋଡ଼ି ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ମଧୁ ବର୍ଣ୍ଣବୋଧ ପୋଡ଼ିବା ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍। ଲୋକକବି ହଳଧର ନାଗଙ୍କ ଫଟୋ ବ୍ୟବହାର କରି ଓଡ଼ିଆ ଭାଷା ଓ ବର୍ଣ୍ଣବୋଦ ବିରୋଦରେ ଏଭଳି କାଣ୍ଡକୁ ବିରୋଧ କରି ନିଜେ ଶ୍ରୀ ନାଗ ଗତକାଲି ରାତିରେ ମେଲଛାମୁଣ୍ଡା…

କୁଲି ନଂ ୮୮

ଅନିଲ୍ କୁମାର ପଣ୍ଡାଙ୍କ ଗଳ୍ପ କୁଲି ନଂ ୮୮ ଚଳଚଞ୍ଚଳ ରାଜଧାନୀ ଷ୍ଟେସନ। କାହାରି ପାଖରେ ସମୟ ନାହିଁ ଦୁଇ ପଦ କଥା ହେବାକୁ। ଟ୍ରେନ ଲାଗୁଛି, ଟ୍ରେନ ଛାଡ଼ୁଛି। ଲୋକେ ଗାଡ଼ିରେ ଚଢୁଛନ୍ତି, ଓହ୍ଲାଉଛନ୍ତି। ଯିଏ ଯା’ ବାଟରେ ଚାଲି ଯାଉଛନ୍ତି। ଟିକେଟ କାଉଣ୍ଟର ଆଗରେ ଲାଗିଛି ଲମ୍ବା ଧାଡ଼ି। କୁକୁରଟା ସେଇ…

ଫନି ପ୍ରଭାବ: ରାଜ୍ୟରେ ୪ ପ୍ରମୁଖ ଟିଭି…

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ୪ ଗୋଟି ପ୍ରମୁଖ ଖବର ଚ୍ୟାନେଲର ପ୍ରସାରଣ ସାମୟିକ ଭାବେ ବନ୍ଦ ରହିଛି। ଭୁବନେଶ୍ବର ସହର ଫନି ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଶିକାର ହୋଇଥିବା ବେଳେ ଭୁବନେଶ୍ବରରୁ ପ୍ରସାରଣ ଯୋଗାଉଥିବା ଏହି ଚାରି ଚ୍ୟାନେଲ ପ୍ରଭାବିତ ହୋଇଛନ୍ତି । ଭୁବନେଶ୍ବରରେ…

ହରପ୍ରସାଦ ଦାସଙ୍କ ବଂଶ ପାଇଁ ପ୍ରଭାତ…

ଭୁବନେଶ୍ବର: ପ୍ରଖ୍ୟାତ ଓଡ଼ିଅ‍ା କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ ମହାଭାରତ ପଦ୍ୟ ‘ବଂଶ’ର ହିନ୍ଦୀ ଅନୁବାଦ ନିମନ୍ତେ ବିଶିଷ୍ଟ କବି ଓ ଅନୁବାଦକ ପ୍ରଭାତ ତ୍ରିପାଠୀ ପାଇବେ ସମ୍ମାନଜନକ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮। ମୂଳ ଓଡ଼ିଅ‍ା କବିତା ଗ୍ରନ୍ଥ ବଂଶ ନିମନ୍ତେ ହରପ୍ରସାଦ ଦାସ ୨୦୧୩…

ଫେବ୍ରୁଆରୀ ୧୪ରେ ପେନ୍ ଇନ୍ ବୁକ୍ସ ଯୁବ…

୧୨ ଜଣ ପାଇବେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୮ ପ୍ରଥମ ଥର ପାଇଁ ହିନ୍ଦୀ ଓ ଇଂରାଜୀ ଭାଷାର ଲେଖକ ସାମିଲ ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାର ୨୦୧୮ ସଂସ୍କରଣ ଲାଗି ଚୂଡ଼ାନ୍ତ ତାଲିକା ଘୋଷଣା ହୋଇଛି। ୧୦…

ଅଖିଳ ଦିବସ ଅନୁଚିନ୍ତା

୧୯୮୦ରେ ରେଭେନ୍ସାରୁ ପାଠପଢ଼ା ସାରି ମୁଁ 'ସମାବେଶ'ରେ କାମ ଆରମ୍ଭ କଲି। ଅଖିଳ ମୋହନ ସେତେବେଳକୁ ତାହାର ମୁଖ୍ୟ ସଂପାଦକ। ସେହି 'ସମାବେଶ' ସମୟରେ ୧୯୮୧ରେ ସେ 'ଓ ଅନ୍ଧଗଳି' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ। ତାହାର ପରବର୍ଷ, ୧୯୮୨ ନଭେମ୍ବର, କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ)ଦିନ…