୫ ବର୍ଷରେ ଚାକିରିରୁ ବିଦା ହୋଇଛନ୍ତି ୧୫୯…
ଓଏଲ୍ ବ୍ୟୁରୋ: ଚାଲିଛି ବିଧାନସଭାର ବଜେଟ୍ ଅଧିବେଶନ। ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ। ରାଜ୍ୟ ସରକାରଙ୍କ ଦୁର୍ନୀତି ଛାଟରେ ୧୫୯ ସରକାରୀ ଚାକିରିଆ ନିଲମ୍ବିତ ହୋଇଛନ୍ତି। ଏଭଳି ତଥ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିଛନ୍ତି।
ବିଗତ ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ…