Odisha Link
Bridging the Missing Links in Odisha
Browsing Tag

ODISHA ASSEMBLY

ବିଧାନସଭା: ଗୃହ ୩ଟା ଯାଏଁ ମୁଲତବୀ

ଭୁୁବନେଶ୍ୱର: ରାଜ୍ୟର କୃଷକ, ବିପିଏଲ ପରିବାରଙ୍କ ପାଇଁ ବିତ୍ୟୁତ ଶୁଳ୍କ ବଢିନାହିଁ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଶକ୍ତିମନ୍ତ୍ରୀଙ୍କ ବିବୃତି ପରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜେପି। ଫଳରେ ଗୃହକାର୍ଯ୍ୟ…

ସିକ୍ୟୁରିଟି ଜୋନ୍‌ ବାହାର ଘଟଣା: ପୋଲିସ

ଭୁବନେଶ୍ବର: ବିଧାନସଭା ସାମ୍ନାରେ ମା କୁ ପୁଅ ମୁଣ୍ଡ ଜାମିନ ରଖିବା ଘଟଣାରେ ମୁହଁ ଖୋଲିଲା ପୋଲିସ। ପୋସିଲ କହିଛି ଯେ, ଏହା ବିଧାନସଭା ସିକ୍ୟୁରିଟି ପରିଧି ବାହାର ଘଟଣା। ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟୁଇଟ୍‌ ଯୋଗେ ସ୍ପଷ୍ଟୀକାରଣ ଦିଆଯାଇଛି। ମାନସିକ ବିକାରଗ୍ରସ୍ତ ଯୁବକ ନିଜ ମା ଙ୍କୁ ମୁଣ୍ଡଜାମିନ…

ବିଧାନସଭା ସାମ୍ନାରେ ନୟାଗଡ଼ ଯୁବକଙ୍କ…

ନୟାଗଡ଼: ଆଜି ବିଧାନସଭା ସାମ୍ନାରେ ଜଣେ ଯୁବକ ନିଜ ମାଆ ବେକରେ ଛୁରୀ ଲଗାଇ ମୁଣ୍ଡ ଜାମିନ ରଖି ତାଣ୍ଡବ ରଚିଛନ୍ତି। ଏହି ଯୁବକ ଜଣଙ୍କ ସେଠାରେ ପ୍ରଳାପ କରିବା ସହ ପରିସ୍ଥିତିକୁ ଅଣାୟତ କରି ଦେଇଛନ୍ତି। ଖବର ନେବାରେ ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ଦଶପଲ୍ଲା କଉଡ଼ାର ବୋଲି ଜଣାଯାଇଛି। ତାଙ୍କ ନାମ ଜିତେନ୍ଦ୍ର…

ବିଧାନସଭା ସମ୍ନାରେ ହାଇଡ୍ରାମା

ଭୁବନେଶ୍ବର: ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ ହାଇଡ୍ରାମା କରିଛନ୍ତି। ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ସମ୍ପୃକ୍ତ ଯୁବକ ଧମକ ଦେଇଛନ୍ତି। ତେବେ ସେଠାରେ ଉପସ୍ଥିତ ପୁଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ ଯୁବକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାଯାଇଛି।…

ବିଧାନସଭା ଖବର: ଏନସିଆରବି ରିପୋର୍ଟକୁ…

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଆଜି ଗୃହ ଆରମ୍ଭରୁ ଏନସିଆରବି ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅସଦାଚରଣରେ ଓଡ଼ିଶା ୨ୟ ନମ୍ବର ସ୍ଥାନରେ ଥିବା ବେଳେ ସାଇବର ଅପରାଧରେ ରାଜ୍ୟ ଏକ ନମ୍ବରରେ ରହିଛି। ଏନେଇ ଗୃହରେ ପ୍ରଶ୍ନ…

ବିଧାନସଭା: ଶୋକ ପ୍ରସ୍ତାବ ଆଗତ ପରେ…

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ଆଜି ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଚଳିତ ଅଧିବେଶନ ପାଇଁ ବିଧାନସଭାର ରୂପରେଖ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। କୋଭିଡ କଟକଣା ଭିତରେ…

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। କରୋନା ମହାମାରୀ ସମୟରେ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି। ଦିନ ୧୧ଟାରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୂର୍ବଭଳି ଏଥର ଆରମ୍ଭରୁ ଯେଭଳି ପ୍ରଶ୍ନକାଳ…

ଆଜିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। କୋଭିଡ୍‌ ପରୀକ୍ଷା ପ୍ରାୟ ୨ ଶହ ନମୁନାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଧାୟକ ଦେବୀ…

ଆଜିଠାରୁ ବିଧାନସଭା ପରିସରରେ ହେବ କରୋନା…

ଭୁବନେଶ୍ୱର: ୨୯ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି ବିଧାନସଭା ପରିସରରେ କରୋନା ପରୀକ୍ଷା ଆରମ୍ଭ କରାଯିବ। ତିନି ଦିନ ଧରି ହେବାକୁ ଥିବା କରୋନା ପରୀକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି କରାଯାଇଛି। ଏହି ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ,…

ଦୈନିକ ସାଢ଼େ ୪ ଘଣ୍ଟା ଗୃହ କାର୍ଯ୍ୟ:…

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ। ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଗୃହ ପ୍ରଥମ ସେସନ ମୁଲତବି ହେବ। ପ୍ରଥମ ଦିନ…