Odisha Link
Bridging the Missing Links in Odisha
Browsing Tag

ODISHA ASSEMBLY

ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ…

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ। ଆଜି ବିଧାନସଭାରେ ଦାରିଦ୍ର୍ୟକୁ ନେଇ ମୁଲତବୀ ପ୍ରସଙ୍ଗରେ ନିଜର ରତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ, ୨୦୧୧-୧୨ରେ ଦାରିଦ୍ର୍ୟ ଅନୁପାତ ୩୨.୫୯ ପ୍ରତିଶତ ହ୍ରାସ ପାଇଛି।…

ସର୍ବକ୍ଷମା ପୁନଃବିଚାର ରୁଲିଂ

ଭୁବନେଶ୍ୱର: ଆଜି ବିଧାନସଭାରେ ସର୍ବକ୍ଷମା ଯୋଜନାର ଡେଡଲାଇନ ବଢାଇବାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି। ବିଧାନସଭାରେ ଶ୍ରୀ ମିଶ୍ରଙ୍କ ଦାବିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ରୁଲିଂ ଦେଇଛନ୍ତି। ଏହା ଉପରେ ପୁନଃବିଚାର କରିବାକୁ ନଗର ଉନ୍ନୟନ ବିଭାଗକୁ ବାଚସ୍ପତି ନିଦେ୍ର୍ଧଶ…

ବିଧାନସଭାରେ ବେକାର ସମସ୍ୟା ତାତି

ଭୁବନେଶ୍ୱର: ଆଜି ବିଧାନସଭା ଶୂନ୍ୟକାଳରେ ରାଜ୍ୟରେ ଦେଖାଦେଇଥିବା ବେକାର ସମସ୍ୟା ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ। ତାଙ୍କ ସୂଚନା ଅନୁଯାୟୀ ୨୨ ଲକ୍ଷ ୫୭ ହଜାର ଶିକ୍ଷିତ ବେକାର ଚାକିରି ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର…

ବିଧାନସଭା ଖବର: କାଳିଆ ଗୋଳିଆରୁ କମ୍ଫିଲା…

ଭୁବନେଶ୍ବର: ଗୃହର ଉଠିଲା କାଳିଆ ଯୋଜନା ବାବଦରେ ଗୋଳମାଳିଆ ତଥ୍ୟ। ଆଜି ବିଧାନସଭା ଗୃହରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମନ୍ତ୍ରୀ ଭିନ୍ନ ଭିନ୍ନ ସମୟରେ ଭିନ୍ନ ତଥ୍ୟ ଦେଉଛନ୍ତି। ବଜେଟ୍‌ ଉପସ୍ଥାପନ ବେଳେ କହିଲେ ୪୩ ଲକ୍ଷଙ୍କୁ କାଳିଆ ଟଙ୍କା ମିଳିଛି। କେଉଁଟା ଠିକ୍‌ ଓ କେତେ…

କାଳିଆ ଓ ପିଏମ କିଷାନ ମିଶ୍ରଣ ନେଇ ଏମିତି…

ଭୁବନେଶ୍ୱର: ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ସମ୍ପର୍କରେ ନିଜର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, କାଳିଆକୁ କେନ୍ଦ୍ରୀୟ ଯୋଜନାର ସାମିଲ କରିବା ପ୍ରସ୍ତାବ ନାହିଁ। ତେବେ ପିଏମ କିଷାନ ଓ କାଳିଆକୁ ମିଶାଇ ୧୦ ହଜାର ମିଳିବ। ପିଏମ କିଷାନରେ ୬ ହଜାର…

ଶ୍ରୀମନ୍ଦିରକୁ ମିଳିଛି ଭକ୍ତଙ୍କ ଦାନ,…

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ୧୮୭ କୋଟି ଟଙ୍କା ଓ ୧୭ କେଜି ସୁନା ଦାନ ମିଳିଛି। ଆଜି ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ଉତ୍ତର ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଜାନୁଆରୀ ୨୦୨୦ ସୁଦ୍ଧା ୧୮୭ କୋଟି ୧ ଲକ୍ଷ ୮୫…

ବୁଲା ଷଣ୍ଢ ଓ କୁକୁରଙ୍କ ପାଇଁ ବାର୍ଷିକ…

ଭୁବନେଶ୍ବର: ବୁଲା ଷଣ୍ଢ ଓ ବୁଲା କୁକୁରଙ୍କ କବଳରୁ ରକ୍ଷା ପାଇଁ ବାର୍ଷିକ ୧୨ ଲକ୍ଷ ୬ହଜାର ୨ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବୁଲା ଷଣ୍ଢ ଓ କୁକୁରଙ୍କ ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍। ମହମ୍ମଦ ମୋକିମ୍‌…

୭୩୨ଟି ଗାଁ ରାସ୍ତା ନିର୍ମାଣ ଚାଲିଛି:…

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ରାସ୍ତାର ଦୟନୀୟ ସ୍ଥିତି। ଏନେଇ ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ। ବିଜେଡି ବିଧାୟକ ମନୋହର ରନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ପ୍ରମୁଖ ଗ୍ରାମାଞ୍ଚଳ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ…

ଆଜି ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ

ଭୁବନେଶ୍ବର: ଆଜି ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ତେବେ ଦ୍ବିତୀୟ ଦିନରେ ବି ଗୃହ ସରଗରମ ରହିବାର ସମ୍ଭାବନା ରହିଛି । ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି।ଅନ୍ୟପଟେ ଶାସକ ଦଳ ମଧ୍ୟ ସମସ୍ତ ବିରୋଧୀଙ୍କ ଆଟାକ୍ ମୁକାବିଲା…

କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ ନବୀନ ସରକାରଙ୍କ ମୋ ସରକାର ଓ ଫାଇଭ-ଟିକୁ ବେଶ୍ ପ୍ରଶଂସା କରିଥିଲେ। କହିଲେ ଲୋକଙ୍କ ସୁବିଧା ପାଇଁ ମୋ ସରକାର କରାଯାଇଛି । ୫ଟି ଦ୍ୱାରା ସରକାର…