ବଡ଼ ଖବର: ଓଡ଼ିଶାକୁ ଫେରିଲା କରୋନା; ଦେଶରେ…
ଓଏଲ୍ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଡିସେମ୍ବର ମାସର ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ। ଦେଶରେ ଗତ ୨୪ ଘଣ୍ଟାରେ ୪୨୩ ପଜିଟିଭ ବାହାରିଲେ।।ମୋଟ…