ଦିଲ୍ଲୀରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ଓ…
ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଓଡ଼ିଶା ସାଂସଦ ସସ୍ମିତ ପାତ୍ର ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଏବଂ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଜମି ଦେବାକୁ ଏକ ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ଦାବି କରିଛନ୍ତି। ଡ. ପାତ୍ର ତାଙ୍କ ଦାବିରେ ଓଡ଼ିଆ ସଂସ୍କୃତିର ସମୃଦ୍ଧ ଐତିହ୍ୟ…