ଦୁଃସାହସିକ ଜଳ ଯାତ୍ରାରେ ଓଡ଼ିଆ ଝିଅ
ଓଏଲ୍ ବ୍ୟୁରୋ: ଦୁଃସାହସିକ ଜଳ ଯାତ୍ରାରେ ଭାଗ ନେଇଛନ୍ତି ଓଡ଼ିଆ ଝିଅ। ସେ ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓରା ଗାଁର ଦୀପ୍ତିମୟୀ ତରାଇ ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି। ଡିସେମ୍ବର ୨୪ରେ ପ୍ରାୟ ୨୫ ହଜାର କିଲୋମିଟର ଜଳ…