ପୁରୀରେ ନୂଆ ରାଜ୍ୟପାଳ ରଘୁବର ଦାସ;…
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ନୂଆ ରାଜ୍ୟପାଳ ରଘୁବର ଦାସ। ଆଜି ଭୋରୁ ଭୋରୁ ପୁରୀରେ ପହଞ୍ଚିଛନ୍ତି ରଘୁବର ଦାସ। ସେ ଟ୍ରେନ୍ ଯୋଗେ ପୁରୀରେ ପହଁଞ୍ଚିଥିବା ବେଳେ ସିଧାସଳଖ ରାଜଭବନ ଯାଇ ବିଶ୍ରାମ ନେଇଥିଲେ। ବର୍ତ୍ତମାନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ପରେ ପୁରୀରୁ ସିଧାସଳଖ ଭୁବନେଶ୍ୱର…