ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରାଦୀପରେ…
ଓଏଲ୍ ବ୍ୟୁରୋ: ହାଇକୋର୍ଟଙ୍କ ବଡ଼ ରାୟ। ପାରାଦ୍ବୀପ ବନ୍ଦରରେ ଅଟକିଥିବା ଏମ୍.ଭି ଦେବୀ ଜାହଜ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରାୟ ଶୁଣାଇ…