Odisha Link
Bridging the Missing Links in Odisha
Browsing Tag

Odisha Highcourt

ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି…

ଓଏଲ୍‌ ବ୍ୟୁରୋ : ଓଡ଼ିଶା ପୁଲିସ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପୁଲିସ୍‌ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ୨୦୨୧ ମସିହା ଜୁନ୍‌ ୨୨ ତାରିଖର ନିଯୁକ୍ତି…

‘ହାଇକୋର୍ଟ ସହମତି ସହ କଂପ୍ଲିଟ…

ଓଏଲ୍‌ ବ୍ୟୁରୋ : ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଥିଲା। ତେବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରସଙ୍ଗକୁ ନେଇ ସୁରେଶ ପୂଜାରୀଙ୍କ ଶୂନ୍ୟକାଳ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇନ ମନ୍ତ୍ରୀ କିରଣ ରିଜିଜୁ। ସ୍ଥାୟୀ ବେଞ୍ଚ ପ୍ରସ୍ତାବ…

ନକଲି ଡାକ୍ତର ଚିହ୍ନଟ କରିବାକୁ ଓଡ଼ିଶା…

ଓଏଲ୍ ବ୍ୟୁରୋ : ନକଲି ଡାକ୍ତରଙ୍କ ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ରାଜ୍ୟରେ ନକଲି ଡାକ୍ତର ଚିହ୍ନଟ କରାଯିବ। ଯଦି ନକଲି ଡାକ୍ତର ଚିହ୍ନଟ ହେବେ ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଡାକ୍ତରୀ ପେସାରେ ଥିବା ସମସ୍ତଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ସମ୍ବଲପୁରରେ ଓକିଲ-ପୁଲିସ ଧସ୍ତାଧସ୍ତି 

ଓଏଲ୍ ବ୍ୟୁରୋ : ପୁଣିଥରେ ସାମ୍ନାସାମ୍ନି ହେଲେ ଓକିଲ ଓ ପୁଲିସ। ସମ୍ବଲପୁର କଚେରୀ ଛକରେ ଚାଲିଛି ଜୋରଦାର ଆନ୍ଦୋଳନ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଓକିଲମାନେ ସମ୍ବଲପୁର କଚେରୀ ଛକରେ ପୁଣିଥରେ ଆନ୍ଦୋଳନ କରୁଛନ୍ତି। ବିଭିନ୍ନ ସଂଗଠନ ଓକିଲମାନଙ୍କ ଆନ୍ଦୋଳନରେ  ଯୋଗଦାନ କରିଛି।…

ହାଇକୋର୍ଟର କଡା ନିର୍ଦ୍ଦେଶ, ଏତଲା…

ଓଏଲ୍ ବ୍ୟୁରୋ : ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରାଯିବାରୁ ଓଡିଶା ହାଇକୋର୍ଟର ଅସନ୍ତୋଷ। ଥାନାକୁ ଆସୁଥିବା ଏତଲା ଗୁଡିକର ପଞ୍ଜିକରଣ କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ନିର୍ଦ୍ଦେଶ ପାଳନ କରାଯାଉନାହିଁ। ନିର୍ଦ୍ଦେଶକୁ ପାଳନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ହାଇକୋର୍ଟର ନିର୍ଦ୍ଦେଶ ମାନି, ଓଟିଏମର…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ବାରରେ ଥିବା ଓଟିଏମକୁ ଦଖଲ କରିଛି ଜିଲ୍ଲା ପ୍ରଶାସନ। ଓଟିଏମର ପୁନରୁଦ୍ଧାର ପାଇଁ ଏଭଳି ପଦକ୍ଷେପକୁ ଆପଣେଇଛି ଜିଲ୍ଲା ପ୍ରଶାସନ। ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ…

ଜିଦରେ ଓକିଲ ସଂଘ , ସୁପ୍ରିମକୋର୍ଟର…

ଓଏଲ୍ ବ୍ୟୁରୋ : ବର୍ଷ ବର୍ଷ ହେବ ଲାଗିରହିଛି ଓକିଲ ସଂଘ ଆନ୍ଦୋଳନ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହୁଛନ୍ତି ଓକିଲ ସଂଘ।ଦୀର୍ଘଦିନ ଧରି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଲାଗିରହିଥିବାବେଳେ ସୁପ୍ରିମକୋର୍ଟ ଏହି ଘଟଣାକୁ ନେଇ ନିର୍ଦ୍ଦେଶ  ଦେଇଥିଲେ ଓକିଲ ସଂଘକୁ…

ଓଡ଼ିଶା ହାଇକୋର୍ଟ: ଶପଥ ନେଲେ ୨ ନୂଆ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି। ଆଜି ନୂଆ ବିଚାରପତି ଜଷ୍ଟିସ ଗୌରୀ ଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ଶପଥ ନେଇଛନ୍ତି। ମୁଖ୍ୟ ବିଚାରପତି ଦୁଇ ନୂଆ ବିଚରପତିଙ୍କ ଶପଥ ପାଠ କରାଇଛନ୍ତି। ତେବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା…

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ…

କଟକ: ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ଗିରଫ ହୋଇଥିବା ବେଳେ ଗତ ୭ ତାରିଖ ଭୁବନେଶ୍ବରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଆଜି ଆଉ ଥରେ…

ରାଜଧାନୀରେ ଗଣଦୁଷ୍କର୍ମ ମାମଲା: ତଦନ୍ତକୁ…

କଟକ: ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କଲେ ଡିସିପି। ପୋଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡିସିପି ପାହ୍ୟାର ଅଧିକାରୀ ୭ ଦିନରେ ତଦନ୍ତ କରି ରିପୋର୍ଟ ପାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା…